ଭାରତକୁ ଛଅଟି ଆପାଚି ଆଟାକ୍‌ ହେଲିକପ୍ଟର୍‌ ବିକିବାକୁ ସମ୍ମତି ଦେଲା ଆମେରିକା

ଓ୍ଵାସିଂଟନ୍‌: ୯୩୦ ମିଲିୟନ୍‌ ଡଲାରରେ ଭାରତୀୟ ସେନାବାହିନୀକୁ ଯୁକ୍ତରାଷ୍ଟ୍ର ଆମେରିକା ସରକାର ଛଅଟି ଏଏଚ୍‌-୬୪ଇ ଆପାଚି ଆଟାକ୍‌ ହେଲିକପ୍ଟର୍‌ ବିକିବା ନିମନ୍ତେ ରାଜିନାମା ସ୍ୱାକ୍ଷର କରିଛନ୍ତି ବୋଲି ମଙ୍ଗଳବାର ଦିନ ଗୃହ ବିଭାଗ କହିଛି। ଆମେରିକୀୟ କଂଗ୍ରେସ୍‌ର ଅନୁମୋଦନ ଲାଭ କରିବାକୁ ଉକ୍ତ ରାଜିନାମାକୁ ପଠାଯାଇଛି। ଯଦି କୌଣସି ଆମେରିକୀୟ ସାଂସଦ ଆପତ୍ତି ନ କରନ୍ତି କଥା ଆଗେଇବ। ବୋଇଙ୍ଗ୍‌ ଏବଂ ଭାରତୀୟ ଅଂଶୀଦାର ଟାଟା ଭାରତର ଏକ କାରଖାନାରୁ ଆପାଚି … Continue reading ଭାରତକୁ ଛଅଟି ଆପାଚି ଆଟାକ୍‌ ହେଲିକପ୍ଟର୍‌ ବିକିବାକୁ ସମ୍ମତି ଦେଲା ଆମେରିକା